ବିଘାତିବା Bighātibā

  • ଦେ. (ପଦ୍ୟ) କ୍ରି. (ସଂ. ବିଘାତ) — ଆଘାତ କରିବା; କଚାଡ଼ବା — To strike; to dash down
  • ଦେ. (ପଦ୍ୟ) କ୍ରି. (ସଂ. ବିଘାତ) — [ଉ—ବଳବାନ, ବିଘାତ ବେନି ସାନୁମାନ। ଭଞ୍ଜ. ବୈଦେହୀଶବିଳାସ।]