ବିଘାତିକ Bighātika

  • ଦେ. ବିଣ (ସଂ. ବିଘାତିକ; ବିଘାତୀ) — ଆଘାତକ; ଆଘାତ— କାରୀ — Striking
  • ଦେ. ବିଣ (ସଂ. ବିଘାତିକ; ବିଘାତୀ) — [ଉ—ବଲ୍ଲବହିଁ କହିଛନ୍ତି ତାହି, ବିଘାତିକ ପଦ ହେଲା ନାହିଁ। ଭଞ୍ଜ. ବୈଦେହୀଶବିଳାସ।]