ବିକାଶ Bikāṡa
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରକାଶ — Manifestation
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ବିସ୍ତାର — Expansion
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — କ୍ରମ— ପ୍ରକାଶ; କ୍ରମେ କ୍ରମେ ଫୁଟିବା — Evolution
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ପ୍ରକଟନ — Promulgation
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଉଲ୍ଲାସ — Joy; publication
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଆକାଶ — Sky
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ବିଷମ ଗତି — Circuitous motion; uneven steps, tottering motion
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ଗୋପନ — Concealment
- ସଂ. ବି. (ବି+କାଶ୍ ଧାତୁ=ଦୀପ୍ତି ପାଇବା+ଭାବ. ଅ) — ବିଜନ — Solitude