ବିକାଳି Bikāḻi

  • ଦେ. ବି — ବିକ୍ରେତା — Seller; dealer; vendor
  • ଦେ. ବି — (ସଂ. ବିକାଳ=ଅକାଳ) ଅସମୟ; ଅପ୍ରତ୍ୟାସିତ ସମୟ; ଅନୁପଯୁକ୍ତ ସମୟ — Improper time
  • ଦେ. ବି — (ଯଥା—ସେ ଆମ ଘରେ ଆସି ରାତି ବିକାଳି ପହଞ୍ଚି ଗଲେ।)