ବିକାଶିବା Bikāṡibā
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ବିକଶିବା; ପ୍ରକାଶିତ ହେବା; ପ୍ରତୀୟମାନ ହେବା — To be manifested to view
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ପ୍ରକଟିତ— ହେବା; ବିଖ୍ୟାତ ହେବା — To be published
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ବିକଶାଇବା; ପ୍ରକାଶିତ କରିବା; ପ୍ରଦର୍ଶନ କରିବା — To exhibit; to show
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — (ଉଦାହରଣ— ତାହାକୁ ନାଶ କଲେ ବିକାଶିବ ଯଶ। କୃଷ୍ଣସିଂହ. ମହାଭାରତ. ବନ)
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ବିସ୍ତାରିତ କରିବା — To spread
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ପ୍ରସ୍ପୁଟିତ ହେବା — To bloom; (said of a flower)
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — ପ୍ରକାଶ କରିବା; କହିବା — To disclose; to speak out
- ଦେ. କ୍ରି. (ସଂ. ବି+କାଶ୍ ଧାତୁ) — (ଉଦାହରଣ— ବିକାଶ ତୁମ୍ଭେ କେ ଭ୍ରମ ଏ ବନ ଦେଶରେ—ଭଞ୍ଜ. ବୈଦେହୀଶବିଳାସ)