ବିକାଳ Bikāḻa

  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ଉପର ଓଳି; ଅପରାହ୍ଣ (ତୁଳ. ବଂ. ବିକାଲ) — Afternoon; the latter half of the day
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ଅସମୟ; ବେକାଳ — Unfavourable. time
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ନିଷିଦ୍ଧକାଳ; ଦୈବ ପିତ୍ରାଦି କର୍ମର ବିରୁଦ୍ଧ— କାଳ — Inauspicious time
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ସାୟଂକାଳ (ହି. ଶ.) — Evening
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ଅତିକାଳ; ବିଳମ୍ବ (ହି. ଶ.) — Delay
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ମହାଦେବଙ୍କ ଅନୁଚରବିଶେଷ — 5. Name of an attendant of Ṡiba
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — [ଦ୍ର— କାଳ ଓ ବିକାଳ ଏହି ଦୁଇ ଜଣ ଶିବଙ୍କର ଦୂତ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି।]
  • ସଂ. ବି. (ବି=ବିପରୀତ ବା ନିଷିଦ୍ଧ+କାଳ) — ଯମଦୂତବିଶେଷ — Name of an attendant of the God of death