ବିକାଳିକା Bikāḻikā

  • ସଂ. ବି. (ବିକାଳ+କ+ଆ) — ଜଳ ଘଡ଼ି (ହି. ଶ.) — Water clock; water-glass
  • ସଂ. ବି. (ବିକାଳ+କ+ଆ) — ଘଡ଼ିଆଳ କୁମ୍ଭୀରର ଥୋମଣୀ ଉପରେ ଥିବା କଟରା (ହି. ଶ.) — A cup-like formation on the snout of a gavial