ବିକାରିଆ Bikāriā

  • ଦେ. ବିଣ. (ସଂ. ବିକାରୀ) — ବିକାର ଗ୍ରସ୍ତ — Overtaken with Bikāra
  • ଦେ. ବିଣ. (ସଂ. ବିକାରୀ) — ଯେ ଘୃଣା କରେ — Hating
  • ଦେ. ବିଣ. (ସଂ. ବିକାରୀ) — ଘୃଣାଜନକ; ଯାହା ଘୃଣାର ଉଦ୍ରେକ କରାଏ — Hateful; repulsive
  • ଦେ. ବିଣ. (ସଂ. ବିକାରୀ) — ଅରୁଚିକର — Distasteful; causing aversion