ବିକି କିଣି Biki kiṇi

  • ଦେ. ଅ. (ସହଚର ଶବ୍ଦ) (ବିକିବା ଓ କିଣିବା କ୍ରିୟାର ଅସମାପିକା ଆକାର ଦ୍ୱୟ) — ବିକା କିଣା କରି; ବିକ୍ରୟ କରି ଓ କ୍ରୟ କରି — By selling and purchasing