ବାହାଲୁ Bāhālu

  • ଦେ. ବି (ସଂ. ବହୁବାର) — ଶ୍ଳେଷ୍ମାତକ; ଗର୍ଭଣା (ଗଛ) (ହରେକୃଷ୍ଣ, ଦ୍ରବ୍ୟଗୁଣ) — Cordia Myxa