ବାହାସାଆ Bāhā sā-ā

  • ଦେ. ବି — (ନିରର୍ଥକ ସହଚର ଶବ୍ଦ; କିମ୍ବା ସଂ. ବିବାହ ଓ ଆ.ସାଦୀ) ବିବାହ — Marriage
  • ଦେ. ବି — (ଯଥା—ସେ ଅନାଥ ହୋଇ ବୁଲୁଥିଲା, ତାକୁ ମୁଁ ଆଶ୍ରୟ ଦେଇ ବାହା ସାହା କରାଇ ଦେଲି।)
  • ଦେ. ବି — (ସଂ. ବାହୁ+ସହାୟ) ବାହୁର ସାହାଯ୍ଯ; ଆଶ୍ରୟ; ଅବଲମ୍ବନ — Shelter; protection
  • ଦେ. ବି — ଯାହା ବାହା ସାହା ଲଭି ବଞ୍ଚିଥିବୁଁ—ଭକ୍ତଚରଣ, ମଥୁରାମଙ୍ଗଳ।