ବାହାଳ୍ Bāhāḻ

  • ପ୍ରାଦେ. (ସମ୍ବଲପୁର) ବି — (ଶାରଦ ଧାନ ହେବା) ଖାଲ ଜମି — Low land fit for winter paddy
  • ପ୍ରାଦେ. (ସମ୍ବଲପୁର) ବି — ବାହାଲ (ଦେଖ) — Bāhāla (See)