ବାହାଲି ବରଖାସ୍ତ Bāhāli barakhāst

  • ବୈଦେ. ବି (ଫା ବହାଲୀ+ବରଖାସ୍ତୀ) (ବିପରୀତାର୍ଥ ସହଚର ଶବ୍ଦ) କାର୍ଯ୍ୟରେ ବା ଚାକିରିରେ ନିଯୁକ୍ତି ଓ ମାଦୁଲ୍ କରିବା — Appointing and dismissing; appointment and dismissal from service