ବାହାଳି Bāhāḻi
- ଦେ. ବି — ଖେଳିବା ନିମନ୍ତେ ଉପଯୁକ୍ତ ଭଲ କଉଡ଼ି — Excellent cowries for the purpose of playing games with
- ଦେ. ବି — ଏକପ୍ରକାର କଉଡ଼ି ଖେଳ — A kind of game at cowries
- ବିଣ — (ସଂ. ବହ ଧାତୁ ଣିଚ) ଯେ କଉଡ଼ି ଖେଳରେ କଉଡ଼ିକୁ ଚାଳେ — A player who moves the cowrise on the play-board
- ବିଣ — ଯେ ନାବ— ଆଦିକୁ ବାହେ ଅର୍ଥାତ୍ ଚାଳିତ କରାଏ — Boatman