ବାହାଲ ହେବା Bāhāla hebā

  • ଦେ. କ୍ରି (ପୂର୍ବ ମୀମାଂସା) ରକ୍ଷିତ ବା ଦୃଢ଼ୀକୃତ ହେବା; ସ୍ଥିରୀକୃତ ହେବା — To be restored; to be retained or confirmed
  • ଦେ. କ୍ରି (ଯଥା—ନିମ୍ନ ଅଦାଲତଙ୍କ ରାଏ ବାହାଲ ହେଲା)
  • ଦେ. କ୍ରି [ଦ୍ର—ରାଜା, ବଡ଼ଲୋକ, ରାଣୀମାନେ ଚାଲିଲାବେଳେ ଆପଣା ଦୁଇ ବାହୁକୁ ପାଖରେ ଚାଲୁଥିବା ଦୁଇ ବ୍ୟକ୍ତିଙ୍କ ହାତରେ ଭାରା ରଖି ଚାଲିବାର ପ୍ରଥା ପୂର୍ବେ ଖୁବ୍ ଚଳୁଥିଲା।]