ବାରାସନ Bārāsana

  • ଦେ. ବି—(ସଂ. ବି) (ବାର=ଜଳ+ଆସନ=ରହିବା ସ୍ଥାନ)—ଜଳପାତ୍ର — Water pot
  • ଦେ. ବି—(ସଂ. ବି) ଦ୍ୱାର— ପାଳ — Gate-keeper
  • ଦେ. ବି—(ସଂ. ବି) ବାରାସନ ନଳ ପ୍ରାୟ ନିଷେଧ ଅଧିପ— ଭଞ୍ଜ. ବୈଦେହୀଶବିଳାସ।