ବାରାଶିଙ୍ଘା Bārāṡiṅghā

  • ଦେ. ବି — (ଏହାର ଡମଣୀ ବାରଶିଂଗା ହରିଣର ଶିଂଗପରି ଶାଖାବିଶିଷ୍ଟ ଥିବାରୁ) ଘୋଡ଼ାଗାଡ଼ିର ବମ୍ ଗାଡ଼ିର ଅଖ ସଙ୍ଗରେ ସଂଲଗ୍ନ ହେବାର ଏକାଧିକ କୀଳକ ଯୁକ୍ତ ଲୁହାର ଦଣ୍ଡ ବା ଡମଣୀ — A hinge or contrivance for fiting the beam of a carriage into the body