ବାରି ପେଞ୍ଚ Bāri pen̄cha

  • ପ୍ରାଦେ. (ବାଲେଶ୍ୱର) ବି — ନିର୍ଦ୍ଦିଷ୍ଟ ଦିବସରେ ଖେଳା ଯାଉଥିବା ଏକପ୍ରକାର ଖେଳ — Games played on some fixed days
  • ପ୍ରାଦେ. (ବାଲେଶ୍ୱର) ବି — [ଦ୍ର—ଏହି ଖେଳ ଖେଳିବା ଲାଗି ଲୋକେ ପ୍ରଚୁର ଖାଦ୍ୟୋପକରଣ ସଙ୍ଗରେ ନେଇ ଗୋଟିଏ ମେଲା ପଡ଼ିଆରେ ଉପସ୍ଥିତ ହୁଅନ୍ତି। ଦିନଯାକ ସେମାନେ ଦଳ ବାନ୍ଧି ଗୁଡ଼ି ଉଡ଼ାନ୍ତି ଓ ପେଞ୍ଚ (କୁସ୍ତି) ଖେଳନ୍ତି। ଏହା ଦେଖିବା ପାଇଁ ଅନେକ ଦେଖଣାହାରୀ ମଧ୍ୟ ଉପସ୍ଥିତ ହୁଅନ୍ତି। ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ଏହି ପେଞ୍ଚ ଖେଳା ଯାଉଥିବାରୁ ଏହାକୁ 'ବାରିପେଞ୍ଚ' କହନ୍ତି। ବର୍ତ୍ତମାନ ଏହି ପ୍ରଥା କ୍ରମେ ଲୋପ ପାଇବାକୁ ବସିଲାଣି।]