ବାରାନ୍ତରେ ପ୍ରକାଶ୍ୟ Bārāntare prakāṡya
- ଦେ. ବିଣ. (ଆଧୁନିକ ପତ୍ରିକାରେ ବ୍ୟବହୃତ ବାକ୍ୟ) — ଭବିଷ୍ୟତରେ ଏ ପତ୍ରିକାର ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶ୍ୟଯୋଗ୍ୟ; ଯାହା ପରବର୍ତ୍ତୀ ସଂଖ୍ୟାରେ ପ୍ରକାଶିତ ହେବ — (a term used in newspapers and periodicals) To be continued; which will again appear in a future issue of the paper