ବାରାହ Bārāha

  • ସଂ. ବିଣ—(ବରାହ+ସମ୍ବନ୍ଧାର୍ଥେ. ଅ) — ବରାହ ସମ୍ବନ୍ଧୀୟ — Relating to a boar
  • ସଂ. ବିଣ—(ବରାହ+ସମ୍ବନ୍ଧାର୍ଥେ. ଅ) — ବରାହ ଠାରୁ ପ୍ରାପ୍ତ — 1. Got from a boar
  • ସଂ. ବିଣ—(ବରାହ+ସମ୍ବନ୍ଧାର୍ଥେ. ଅ) — (ଯଥା—ବାରାହୀ ମୁକ୍ତା)
  • ବି — ବରାହ ପୁରାଣ; ଅଷ୍ଟାଦଶ ପୁରାଣ ମଧ୍ୟରୁ ଏକତମ — Name of a Purāṇa; one of the eighteen chief Hindu mythological treatises
  • ବି — ବାରାହୀ କନ୍ଦ (ହି. ଶ) — Bārāhī kanda (See)
  • ବି — ଜଳ ବେତସ (ହି. ଶ) — A kind of ratan cane growing near water
  • ବି — ବରାହ; ବନ୍ୟ ଶୂକର — Boar (Apte)