ବାରି କୁଣ୍ଡ Bāri kuṇḍa

  • ଦେ. ବି — କ୍ଷୁଦ୍ର ସରୋବର; କ୍ଷୁଦ୍ର ପୋଖରୀ — A small tank
  • ଦେ. ବି — ବାଜି ପୁଣି ସେ କାଣ୍ଡ କଲା ତାକୁ ଦ୍ୱିଖଣ୍ଡ ଫାଳେକ ପଡ଼ି ଉର୍ତ୍ତଖଣ୍ଡ ସେ ବାରିକୁଣ୍ଡ—ଭଞ୍ଜ, ବୈଦେହୀଶବିଳାସ।