ବାନା Bānā

  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ପତାକା — Flag
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ଆତ୍ମରକ୍ଷା ଓ ଶତ୍ରୁକୁ ଆକ୍ରମଣ କରିବା ପାଇଁ ମଲ୍ଲ ଦ୍ୱାରା ବ୍ୟବହୃତ ଲାଠି — 1. A thick stick used by athletes for defence and attack
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — (ଲକ୍ଷଣାର୍ଥ) ପ୍ରସିଦ୍ଧ ଗୁଣ — 2. (figurative) Known attribute
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ଖଳନାଶନ ବାନା ମୋର ଅମୃତ କରିବଇଁ ନୀର । ଜଗନ୍ନାଥ. ଭାଗବତ ।
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — (ଲକ୍ଷଣାର୍ଥ) (ଅମୁକ ନିମନ୍ତେ) ପ୍ରସିଦ୍ଧି — 2. (figurative) Celebrity for some thing
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ଦୀନ ବତ୍ସଳ ତୋର ବାନା ଭକ୍ତରେ ତୋହର କରୁଣା । ଜଗନ୍ନାଥ. ଭାଗବତ ।
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — (ଲକ୍ଷଣାର୍ଥ) ଶ୍ରେଷ୍ଠ ବ୍ୟକ୍ତି ବା ବସ୍ତୁ — (figurative) Supreme thing or person
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ସୁନ୍ଦର ଚକ୍ରବର୍ତ୍ତିନୀ ବାନା ସଂସାରରେ ସୁନ୍ଦର ତତେ ସିନା । କବିସୂର୍ଯ୍ୟ. କବିତା ।
  • ଦେ. ବି. (ସଂ. ବର୍ଣ୍ଣ୍ ଧାତୁ; କିମ୍ବା ସଂ. ବାନ=ବୟନ) — ବାନାମ୍ବର ନାମକ ବ୍ୟକ୍ତିର ଡାକ ନାମ — Name by which Bānāmbara is called
  • ସଂ. ବି — ବର୍ତ୍ତକ ପକ୍ଷୀ (ହି. ଶବ୍ଦସାଗର) — The grey quail