ବାନା ପଟା Bānā paṭā

  • ଦେ. (ସଂ. ବାଣ) — ଏକ ପ୍ରକାର ମଲ୍ଲ କ୍ରୀଡ଼ା; ଯଷ୍ଟି କ୍ରୀଡ଼ା; ଖଣ୍ଡିଏ ଲାଠି ଦ୍ୱାରା ଆତ୍ମରକ୍ଷା ଓ ଆକ୍ରମଣ ରୂପ କ୍ରୀଡ଼ା — Stick play; an athletic exercise with a stick
  • ଦେ. (ସଂ. ବାଣ) — ବନୌଟି (ଦେଖ) — Bana̲u̲ṭi (See)