ବାନା ଉଡ଼ିବା Bānā urḍ̠ibā

  • ଦେ. ବି — ପତାକା ପବନରେ ଫରଫର ହେବା — The flying of a flag
  • ଦେ. ବି — ବଡ଼ ଦେଉଳରେ ଉଡ଼ୁଛି ବାନା—ଢଗ ।
  • ଦେ. ବି — (ଲକ୍ଷଣାର୍ଥ) ଯଶସ୍ୱୀ ହେବା — (figurative) Being famous
  • ଦେ. ବି — ଧନ୍ୟ ତା ଜନ୍ମର ବାସନା, ଭକ୍ତି ଭାବରେ ଉଡ଼େ ବାନା— ଭୂପତି. ପ୍ରେମପଞ୍ଚାମୃତ ।