ବାନର ରାଜ Bānara rāja

  • ସଂ. ବି. ( 6 ଷ୍ଠୀ ତତ୍; ବାନର+ରାଜନ୍) — କପି ଶ୍ରେଷ୍ଠ — Chief amongst the monkeys
  • ସଂ. ବି. ( 6 ଷ୍ଠୀ ତତ୍; ବାନର+ରାଜନ୍) — କପିରାଜ ବାଳି — Bāḻi, the monkey king of Kishkindhyā
  • ସଂ. ବି. ( 6 ଷ୍ଠୀ ତତ୍; ବାନର+ରାଜନ୍) — କପିରାଜ ସୁଗ୍ରୀବ — Sugrība, the brother of Bāḻi, the monkey king
  • ସଂ. ବି. ( 6 ଷ୍ଠୀ ତତ୍; ବାନର+ରାଜନ୍) — ହନୁମାନ୍ — Hanumān