ବାନରୀ Bānari

  • ସଂ. ବି. ସ୍ତ୍ରୀ — ମାଈ ମାଙ୍କଡ଼ — A female monkey
  • ସଂ. ବି. ସ୍ତ୍ରୀ — କପିକଚ୍ଛୁ; ବାଇଢଙ୍କ (ହି. ଶବ୍ଦସାଗର) — Cowhage