ବାନା ଧରିବା Bānā dharibā

  • ଦେ. କ୍ରି — ଉଡ଼ୁଥିବା ପତାକା ଦଣ୍ଡକୁ ହାତରେ ଧରିବା — To hold up a flag
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ମହତ୍ ବ୍ୟକ୍ତି ବା ଦେବତାଙ୍କ ଆଶ୍ରୟନେବା — To take shelter of a Deity or great man