ବାଟୁଳି Bāṭuḻi
- ଦେ. ବି. (ସଂ. ବର୍ତ୍ତୁଳ; ତୁଳ. ଫା. ଗିଲୂଲ୍= ବାଟୁଳି ଖଡ଼ା) — ଧନୁକାଦି ସାହାଯ୍ଯରେ ଦୂରକୁ ନିକ୍ଷିପ୍ତ ହେବା ଲୁହାର ବା ମାଟିର ଗୋଟାଳି — Small iron or earthen balls or pellets shot from a sling or bow
- ଦେ. ବି. (ସଂ. ବର୍ତ୍ତୁଳ; ତୁଳ. ଫା. ଗିଲୂଲ୍= ବାଟୁଳି ଖଡ଼ା) — ହସ୍ତେ ଶାର୍ଙ୍ଗଧନୁ ପୃଷ୍ଠେ ନିସଙ୍ଗେ ପୂରିତ ଅରାତି—ମାରଣ—ପଟୁ ଆୟସ ବାଟୁଳି—ରାଧାନାଥ ମହାଯାତ୍ରା।