ବାଟେ ବାଟେ Bāṭe bāṭe

  • ଦେ. କ୍ରି. ବିଣ — ଗୋଟିଏ ବାଟକୁ ଧରି (ଚାଲି ଚାଲି ଯିବା); ରାସ୍ତାକୁ ନ ଛାଡ଼ି (ଚାଲିବା) — (to go) One's way
  • ଦେ. କ୍ରି. ବିଣ — ସିଧା ସିଧା ବାଟରେ — Straightway