ବାଟୁଳା ଭୋଗ Bāṭuḻā bhoga

  • ଦେ. ବି. — ସକାଳେ ରନ୍ଧା ହୋଇଥିବା ଅନ୍ନକୁ ଗୋଟିଏ ବାଟୁଳା କରି ରଖି ସନ୍ଧ୍ୟାବେଳେ ତାହାଙ୍କୁ ଠାକୁରଙ୍କ ନିକଟରେ ନୈବେଦ୍ୟରୂପେ ଅର୍ପଣ କରିବା — Offerings of a ball of rice to an Idol in the evening, having kept it apart out of the rice cooked in the morning and offered to the Idol