ବାଟୀ Bāṭī

  • ସଂ. ବି. (ବାଟ+ସ୍ତ୍ରୀ. ଈ) — ଘର — House
  • ସଂ. ବି. (ବାଟ+ସ୍ତ୍ରୀ. ଈ) — ଆବୃତ ସ୍ଥାନ; ବାଡ଼ି — An enclosed space or garden
  • ସଂ. ବି. (ବାଟ+ସ୍ତ୍ରୀ. ଈ) — ବାସ୍ତୁ; ଘରବାଡ଼ି — The site of a house. (Apte)
  • ସଂ. ବି. (ବାଟ+ସ୍ତ୍ରୀ. ଈ) — ରାସ୍ତା; ପଥ — A road (Apte)
  • ସଂ. ବି. (ବାଟ+ସ୍ତ୍ରୀ. ଈ) — କୋଡ଼ଗାତ — , Groin (Apte)