ବାଟିବା Bāṭibā
- ଦେ. କ୍ରି. (ଉତ୍ ଉପସର୍ଗ ବୃତ୍ ଧାତୁ ବା ବଟ୍ ଧାତୁ=କ୍ଷୁଦ୍ର ବିଭାଗ କରିବା) — ଘନପଦାର୍ଥକୁ ଶିଳରେ ଜଳଯୋଗରେ ପେଷଣ କରି ପିଠଉ ପରି କରିବା; ପେଷିବା — To grind a hard substance to pulp; to bruise
- ଦେ. କ୍ରି. (ଉତ୍ ଉପସର୍ଗ ବୃତ୍ ଧାତୁ ବା ବଟ୍ ଧାତୁ=କ୍ଷୁଦ୍ର ବିଭାଗ କରିବା) — [ଦ୍ର—ଶିଳ ଓ ଶିଳପୁଆ ସାହାଯ୍ୟରେ ବାଟିବାକୁ ହୁଏ; ମାତ୍ର କୁଣ୍ଡୀବାଡ଼ି ବା ଖଲପୁଆଦ୍ୱାରା ଘୋଟିବାକୁ ହୁଏ।]