ବାଟିଆ ଲଗେଇବା Bāṭiā lageibā

  • ଦେ. କ୍ରି — କୌଣସି ବ୍ୟକ୍ତିଠାରେ କଳଙ୍କାରୋପ ବା ଦୋଷାରୋପ କରିବା — To accuse a person; to lay the blame on a person
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ଅଡ଼ୁଆରେ ପକାଇବା — To put a man to inconvenience or complications