ବାଟୁଆ Bāṭuā

  • ଦେ. ବି. (ସଂ. ବାଟ) — ବାଟୋଇ; ପଥିକ — Wayfarer
  • ପ୍ରାଦେ. (ପୁରୀ) ବି — ଯେଉଁ ପଣ୍ଡାମାନେ ଯାତ୍ରୀ ସଂଗ୍ରହ କରିବା— ପାଇଁ ଦୂରଦେଶକୁ ଯାଆନ୍ତି — The pilgrim-hunters of Puri who visit distant countries