ବାଟେଣା Bāṭeṇā

  • ଦେ. ବି. (ସଂ. ବର୍ତ୍ତନ=ବାଟିବା) — ତରକାରିରେ ଦିଆଯିବା ପାଇଁ ବଟା ହେବା ମସଲା — Spices ground for being mixed with curry
  • ଦେ. ବି. (ସଂ. ବର୍ତ୍ତନ=ବାଟିବା) — ଲୁଗା ପଟା ଧୋଉଁ ବାଟଣା ବାଟୁଁ ଲିପା ତୋର କରୁଁ ପରିବା କାଟୁଁ— ଭିକାରୀ ରତ୍ନମାଳୀ।