ବାଟୋଇବା Bāṭoibā

  • ଦେ. କ୍ରି—(ସଂ. ବାଟ) — ବାଟିଆଇବା; ଯାଉଁ— ଥିବା ବ୍ୟକ୍ତି ସଙ୍ଗେ ଖଣ୍ଡଦୂର ବାଟ ଯାଇ ତାକୁ ଛାଡ଼ି ଦେଇ ଆସିବା; ବାଟ ବଳେଇବା; ଅନୁବ୍ରଜନ କରିବା — To accompany a person some way to see him off
  • ଦେ. କ୍ରି—(ସଂ. ବାଟ) — ବାଟ ଦେଖାଇବା — To lead or show the way