ବାଡ଼ Bāṟḍ̠a

  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ବାଉଁଶ ଖୁଣ୍ଟ ବା କଣ୍ଟା ଆଦିରେ ବୁଜା ହୋଇ କୌଣସି ସ୍ଥାନର ଚାରିପାଖେ ଘେରା ହେବା ବେଢ଼; ଘେର ବନ୍ଦି — Fencing; hedge, enclosure
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ସୁଖ ଦେଇ ସୁଖ—ପଥେ ବଜ୍ରବାଡ଼ ଦେଇ ବୁଜି ଦେଲା ରାହା— ରାଧାନାଥ. ଯଯାତି।
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ଗୃହର କାନ୍ଥ — Wall
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ହେଲେ କି ସେ ଘର ସୁନା ଖମ୍ବ ବାଡ଼— କୃଷ୍ଣସିଂହ, ମହାଭାରତ, ବନ
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ନୌକାର ପାର୍ଶ୍ୱସ୍ଥ ବେଷ୍ଟନ — The walls of a boat
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — (ଖଟ ଓ ବିମାନ ଆଦିର) ପାର୍ଶ୍ୱସ୍ଥ କାନ୍ଥ — Side railings (of a car or bedstead.)
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — କୌଣସି ସ୍ଥାନକୁ ଭିନ୍ନ ଭିନ୍ନ ଅଂଶରେ ବିଭକ୍ତ କରିବା ସକାଶେ ମଝିରେ ଦିଆଯିବା କାନ୍ଥ — Partition wall
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — ଏକଗ୍ରାମବାସୀ ବା ଏକସମାଜ ମଧ୍ୟରେ ହେବା ଭିନ୍ନ ଭିନ୍ନ ଦଳ ବା ଫାଙ୍କ — Factions created amongst a body of villagers or caste people
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — (ଯଥା—ସେହି ଗ୍ରାମଲୋକେ 3 ବାଡ଼ ହୋଇଅଛନ୍ତି।) — (ଯଥା—ସେହି ଗ୍ରାମଲୋକେ3ବାଡ଼ ହୋଇଅଛନ୍ତି)
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — କର ଆଦାୟ ଦୃଷ୍ଟିରେ ମଉଜାର ଭିନ୍ନ ଭିନ୍ନ ଅଂଶ ବା ବିଭାଗ — Separate fiscal portions of a village
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — (ଯଥା—ଏ ମଉଜାଟି 3 ବାଡ଼ରେ ବିଭକ୍ତ ଯଥା—ଦେୱାନ ବାଡ଼, ବକସି ବାଡ଼ ଓ ଜାଗିରି ବାଡ଼।) — (ଯଥା—ଏ ମଉଜାଟି3ବାଡ଼ରେ ବିଭକ୍ତ ଯଥା—ଦେୱାନ ବାଡ଼, ବକସି ବାଡ଼ ଓ ଜାଗିରି ବାଡ଼)
  • ଦେ. ବି.—(ସଂ. ବାଟ= ବେଷ୍ଟନ; ଆବୃତ ସ୍ଥାନ) — କାନ୍ଥ — Wall