ବାଡ଼ ଦେବା Bāṟḍ̠a debā

  • ଦେ. କ୍ରି — ଅନ୍ତରାୟ ହେବା — To be an obstacle
  • ଦେ. କ୍ରି — ବାଧା ଦେବା — To present an obstacle
  • ଦେ. କ୍ରି — କୌଣସି ସ୍ଥାନକୁ ବୁଜିବା ପାଇଁ ବାଡ଼ ପୋତିବା — To set up a fencing at a place