ବାଡ଼ ପାଣି Bāṟḍ̠a pāṇi
- ପ୍ରାଦେ. (ଗଞ୍ଜାମ ଓ ଗଡ଼ଜାତ) ବି — ଭଣ୍ଡାରି ଆଦି ପାଟକ ଜାତିରେ ବିବାହଯୋଗ୍ୟା କନ୍ଯା ପାଇଁ ଉପଯୁକ୍ତ ବରପାତ୍ର ନ ମିଳିଲେ ପ୍ରଥମେ ଉକ୍ତ କନ୍ୟାକୁ ତାହାର ଭଗିନୀ— ପତି ବା ଅଜାଙ୍କ ସଙ୍ଗେ ନାମମାତ୍ର ବିବାହ— ଦେବାର ପ୍ରଥା — The usage prevalent amongst some Sudras of giving a grown-up girl in nominal marriage to a relative pending her regular marriage with a suitable bridegroom when available