ବାକିଟି Bākiṭi

  • ପ୍ରାଦେ. (ଗଞ୍ଜାମ) ବି. ପୁଂ. (ତୁଳ. ବଂ. ବାଗ୍ଦୀ) — ମାଛ ଧରିବା ନୀଚ ଜାତିବିଶେଷ; ବାଗ୍ତୀ — A low caste of fishermen