ବାକୁଲି Bākuli
- ଦେ. ବି. (ସଂ. ଯୁଗକୀଳକ) — ଶଗଡ଼ର ଯୁଆଳିର ଦୁଇ ମୁଣ୍ଡରେ ଥିବା କଣାରେ ଗଳାଯିବା କାଠି (ଯହିଁରେ ଯୋଚା ହେବା ବଳଦଙ୍କ ପଘାକୁ ଅଟକାଇ ରଖା ଯାଏ); ଯୁଗାଗ୍ରକୀଳକ; ଯୁଗକୀଳକ — The pin or peg fixed on each end of the yoke of a cart to which the neck-rope of the bullock yoked to the cart is tied
- ଦେ. ବି. (ସଂ. ଯୁଗକୀଳକ) — ଗୋଡ଼ ହାତ ବିନ୍ଧିବା ରୋଗବିଶେଷ — Cramp (of hands and legs)
- ପ୍ରାଦେ. — (ବାଲେଶ୍ୱର, ମେଦିନୀପୁର) ବି. (ତୁଳ. ବଂ. ବାକୁଲି) ପ୍ରାଚୀର ବା ଗୃହବେଷ୍ଟିତ ଚତ୍ୱର; ଅଗଣା — Courtyard