ବାକ୍ Bāk
- ସଂ. ବି. (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ 1 ମା. 1 ବ. ଯାହା କୁହାଯାଏ) — ବାକ୍ୟ; ଶବ୍ଦ; ଉକ୍ତି; କଥା; ଉଚ୍ଚାରିତ ବିଷୟ — Speech; utterance; word; sentence
- ସଂ. ବି. (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ 1 ମା. 1 ବ. ଯାହା କୁହାଯାଏ) — ବିଦ୍ୟା — Learning
- ସଂ. ବି. (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ 1 ମା. 1 ବ. ଯାହା କୁହାଯାଏ) — ସରସ୍ୱତୀ — The Goddess of learning
- ସଂ. ବି. (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ 1 ମା. 1 ବ. ଯାହା କୁହାଯାଏ) — (+କରଣ କ୍ୱିପ୍) ବାଗିନ୍ଦ୍ରିୟ; ପାଟି — The organ of speech
- ସଂ. ବି. (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ 1 ମା. 1 ବ. ଯାହା କୁହାଯାଏ) — [ଦ୍ର—ଏହି ଶବ୍ଦ ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ପ୍ରଗଲ୍ଭବାକ୍, ଅନୃତବାକ୍, ପ୍ରିୟାବାକ୍ ଇତ୍ୟାଦି।]