ବାକିଦାର୍ Bākidār

  • ବୈଦେ. ବି. (ଆ. ବାକୀ+ଫା. ପ୍ରତ୍ୟୟ ଦାର୍) — ଯେଉଁ ବ୍ୟକ୍ତିଠାରେ ଅନ୍ୟର ପ୍ରାପ୍ୟ ବାକି ରହିଥାଏ — Defaulter
  • ବିଣ — ଅନ୍ୟର ପ୍ରାପ୍ୟ ଯାହାଠାରେ ପାଉଣା ଥାଏ — In arrears; defaulting