ବାକି ତାଲିକା Bāki tālikā

  • ଦେ. ବି. (ଆ. ବାକୀ+ଫା. ତାଲିକା) — ବାକିଦାରମାନଙ୍କ ନାମ ଓ ଦେୟ ବାକିର ପରିମାଣ ଯେଉଁ ତାଲିକାରେ ଲେଖାଯାଏ — Arrears list