ବାକିଆ Bākiā

  • ଦେ. ବିଣ. (ଆ. ବାକି) — ବକେୟା; ପୂର୍ବ ସନର ବାକି ଥିବା ଦେୟ — Arrears accruing in previous years
  • ଦେ. ବିଣ. (ଆ. ବାକି) — ଅବଶିଷ୍ଟ; ବାକି — Remaining due
  • ଦେ. ବି — ବାକିଥିବା ଧନ; ଅବଶିଷ୍ଟ ଧନ — Balance
  • ଦେ. ବି — ବାକିଥିବା ଖଜଣା ବା ଅନ୍ୟ କୌଣସି ଦେୟ — Arrears