ବହୁମୂଳ Bahumūḻa

  • ସଂ. ବିଣ. (ବହୁବ୍ରୀହି; ବହୁ+ମୂଳ) — ବହୁ ଚେରବିଶିଷ୍ଟ — Having many roots
  • ସଂ. ବି — ବଟବୃକ୍ଷ — The Banyan tree
  • ସଂ. ବି — ନାଗବିଶେଷ — Name of a mythological serpent
  • ସଂ. ବି — ଏକପ୍ରକାର ଘାସ — A kind of grass