ବହୁମୂଲ୍ୟ Bahumūlya

  • ସଂ. ବିଣ. (ବହୁବ୍ରୀହି; ବହୁ+ମୂଲ୍ୟ) — ବିଶେଷ ମୂଲ୍ୟବାନ୍; ଦାମୀ — Valuable; costly
  • ସଂ. ବିଣ. (ବହୁବ୍ରୀହି; ବହୁ+ମୂଲ୍ୟ) — ମହାର୍ଘ; ମହର୍ଗ — Dear (in price)
  • ସଂ. ବି. (କର୍ମଧା) — ବହୁତ ଦାମ — High price
  • ସଂ. ବି. (କର୍ମଧା) — ବହୁତ ଧନ — A large amount of money