ବହୁମୂତ୍ର Bahumūtra

  • ସଂ. ବି. (ବହୁବ୍ରୀହି) — ମେହରୋଗବିଶେଷ — Diabetes
  • ସଂ. ବି. (ବହୁବ୍ରୀହି) — [ଦ୍ର—ଏଥିରେ ରୋଗୀ ପୁନଃ ପୁନଃ ବହୁପରିମାଣରେ ପ୍ରସ୍ରାବ କରେ ଏବଂ ତଦ୍ଦ୍ୱାରା ରୋଗୀର ଜୀବନୀଶକ୍ତି କମିଯାଏ। ଏହା ଦୁଇ ପ୍ରକାର—ମୂତ୍ର ସଙ୍ଗେ ଚିନି ଥିଲେ ମଧୁମେହ ଓ ଚିନି ନ ଥିଲେ ମୂତ୍ରମେହ।]