ବହୁରୂପୀ Bahurūpī

  • ଦେ. ବି. (ସଂ. ବହୁରୂପ) — ସରଟ; ଏକ ପ୍ରକାର ଏଣ୍ଡୁଅ — Chameleon
  • ଦେ. ବି. (ସଂ. ବହୁରୂପ) — [ଦ୍ର—ଏହା ସରୀସୃପ; ଦେହ 9।10 ଆଙ୍ଗୁଳ ଲମ୍ବା; ଲାଞ୍ଜ 10।12 ଆଙ୍ଗୁଳ; ଆଖି ବଡ଼ ବଡ଼; ଦେହ ଚେପଟା ଓ ଆବୁମୟ; ପଦ ଦୀର୍ଘ; ମୁଣ୍ଡ ପାଖରେ ଚୁଳ ଥାଏ; ଜିଭ ଗୋଲ ଏବଂ ଜିଭ ଅଗ ମୋଟା; ଏ ହଠାତ୍ ଜିଭ ବାହାର କରି ପକାଏ। ବହୁରୂପୀର ଦେହର ରଙ୍ଗ ଦିନ ମଧ୍ୟରେ ଅନେକ ଥର ବଦଳେ। ମାଛଙ୍କ ପରି ଏମାନଙ୍କ ପିଠିର ବେଏଁଶିରା ଉପରେ କଣ୍ଟା ଥାଏ।] — [ଦ୍ର—ଏହା ସରୀସୃପ; ଦେହ910ଆଙ୍ଗୁଳ ଲମ୍ବା; ଲାଞ୍ଜ1012ଆଙ୍ଗୁଳ; ଆଖି ବଡ଼ ବଡ଼; ଦେହ ଚେପଟା ଓ ଆବୁମୟ; ପଦ ଦୀର୍ଘ; ମୁଣ୍ଡ ପାଖରେ ଚୁଳ ଥାଏ; ଜିଭ ଗୋଲ ଏବଂ ଜିଭ ଅଗ ମୋଟା; ଏ ହଠାତ୍ ଜିଭ ବାହାର କରି ପକାଏ ବହୁରୂପୀର ଦେହର ରଙ୍ଗ ଦିନ ମଧ୍ୟରେ ଅନେକ ଥର ବଦଳେ ମାଛଙ୍କ ପରି ଏମାନଙ୍କ ପିଠିର ବେଏଁଶିରା ଉପରେ କଣ୍ଟା ଥାଏ]
  • ଦେ. ବି. (ସଂ. ବହୁରୂପ) — ଏକ ପ୍ରକାର ଫୁଲ — Quisakialis Indica
  • ଦେ. ବି. (ସଂ. ବହୁରୂପ) — ବହୁରୂପ 9 (ଦେଖ) — ବହୁରୂପ9(ଦେଖ)—. A masker