ବହୁରାଶିକ Bahurāṡika

  • ସଂ. ବି. (ଗଣିତ ପରିଭାଷା) (ବହୁ+ରାଶି+କ) — ପାଟୀଗଣିତରେ ଦୁଇ ବା ତତୋଽଧିକ ତ୍ରୈରାଶିକ— ଘଟିତ ଅଙ୍କ — (arithmetic) The double Rule of Three
  • ସଂ. ବିଣ. (ଗଣିତ) — ଯହିଁରେ ଅନେକ ରାଶି ଥାଏ — (mathematics) Consisting of many terms